ବୌଦ୍ଧ: ବୌଦ୍ଧ ମନମୁଣ୍ଡା ପୋଲିସ ବାରାକରୁ ଗଞ୍ଜେଇ ଜବତ ଘଟଣା । ମନମୁଣ୍ଡା ଆଇଆଇସି ତରୁଣ ତପନ ବେହେରାଙ୍କ ବଦଳି ।
ବୌଦ୍ଧ ପୋଲିସ ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ । ଗଞ୍ଜେଇ ଜବତ ହେବାରୁ ୩ ଆଇଆରବି ଯବାନ ଗିରଫ ହୋଇଥିଲେ ।
୩ ଯବାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣାର ଯାଞ୍ଚ ଚଳାଇଛି ।