fbpx

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Advertisement

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଛକରେ ଯୁବକଙ୍କୁ ସଂଘବନ୍ଧ ଆକ୍ରମଣ । ବାଇକରେ ଯାଉଥିବାବେଳେ ଜଣେ ଯୁବକଙ୍କୁ ୧୦ରୁ ଉର୍ଦ୍ଧ୍ଵ ଯୁବକଙ୍କ ଆକ୍ରମଣ । ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ । ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ତେବେ ଆହତ ତଥା ଆକ୍ରମଣକାରୀଙ୍କ କୌଣସି ପରିଚୟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.