fbpx

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ୧୪ ତାରିଖ ମଧ୍ୟରାତ୍ରୀ ଯାଏ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ । ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୮ ଯାଏ ଚାଲିବ । ଅନ୍‌ଲାଇନ‌ ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀ ମାନେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ଏହା ମାଧ୍ୟମରେ ପରୀକ୍ଷା ଦେଇପାରିବେ ।

Get real time updates directly on you device, subscribe now.