• Likes
  • Followers
  • Subscribers
  • Followers
  • Android App
  • Tuesday, August 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Top Stories
  • MC Stanଙ୍କ Youtube ଆକାଉଣ୍ଟ ହେଲା ହ୍ୟାକ୍, ବିଗ୍ ବସ୍ ୧୬ର ଥିଲେ ବିଜେତା

MC Stanଙ୍କ Youtube ଆକାଉଣ୍ଟ ହେଲା ହ୍ୟାକ୍, ବିଗ୍ ବସ୍ ୧୬ର ଥିଲେ ବିଜେତା

By Sasmita Jamuda Last updated Mar 12, 2024 at 1:44 PM
Share

ମୁମ୍ବାଇ: ମନୋରଞ୍ଜନ ଦୁନିଆରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଗ୍ ବସ୍ ୧୬ର ବିଜେତା ରହିସାରିଥିବା ରାପର MC Stanଙ୍କ Youtube ଆକାଉଣ୍ଟ ହ୍ୟାକ୍ ହୋଇଛି । ସେ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ । ତାଙ୍କର ଫ୍ୟାନ୍ ଫଲୋଇଂ ମଧ୍ୟ ଅନେକ ଅଛନ୍ତି । ତେବେ ତାଙ୍କ Youtube ଆକାଉଣ୍ଟ ହ୍ୟାକ୍ ହେବା ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ସତର୍କ କରିଛନ୍ତି ।

ବିଗ୍ ବସ୍ ୧୬ର ବିଜେତା ଏବଂ ରାପର MC Stan ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘କେହି ଜଣେ ମୋ Youtube ଆକାଉଣ୍ଟ ହ୍ୟାକ୍ କରିଦେଇଛି । ମୋତେ ଜଣା ନାହିଁ କ’ଣ ମାମଲା । ଟିକେ ଧୈର୍ଯ୍ୟ ରଖନ୍ତୁ !!’ । ଏହା ବ୍ୟତୀତ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କର ଏକ Youtube ଭିଡ଼ିଓରେ କୁ୍ୟଆର୍ କୋଡ୍ ଦେଖାଯାଉଛି । ଏହାର କ୍ୟାପସନରେ ସେ ଲେଖିଛନ୍ତି, କୁ୍ୟଆର୍ କୋଡ୍ ସ୍କାନ୍ କରିବେ ନାହିଁ କିମ୍ବା କୈଣସି ଲିଙ୍କ ଉପରେ କ୍ଲିକ୍ କରିବେ ନାହିଁ । କିଛି ବି ସ୍କାମ୍ ହୋଇପାରେ ।

ଆହୁରି ପଢନ୍ତୁ

Jioର ନିଦ ଉଡାଇବ BSNLର ଏହି ପ୍ଲାନ! ଏତିକି…

ହାର୍ଟକୁ ସୁରକ୍ଷା ଦିଏ ଏହି 5 ନାଲି ଫଳ,…

Share

Prev Post

ସୂର୍ଯ୍ୟକୁମାରଙ୍କ IPL ଖେଳିବା ନେଇ ବଢିଲା ଆଶଙ୍କା: ହାର୍ଦ୍ଦିକ ସେନାକୁ ଲାଗିପାରେ ଝଟକା

Next Post

ବ୍ୟାଙ୍କର ଗ୍ରାହକ ସେବା ବିରୋଧରେ ବଢ଼ିଲା ଅଭିଯୋଗ, ଟାର୍ଗେଟରେ ମୋବାଇଲ୍ ଏବଂ ଇ-ବ୍ୟାଙ୍କିଙ୍ଗ୍ ସେବା

You might also like More from author
Featured

Jioର ନିଦ ଉଡାଇବ BSNLର ଏହି ପ୍ଲାନ! ଏତିକି ଟଙ୍କାରେ ମିଳିବ 336 ଦିନର ଅନଲିମିଟେଡ୍ କଲିଂ

Top Stories

ହାର୍ଟକୁ ସୁରକ୍ଷା ଦିଏ ଏହି 5 ନାଲି ଫଳ, ପ୍ରତ୍ୟେକ ରୋଗକୁ ରଖେ ଦୂରରେ

Top Stories

ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ ଷଡଯନ୍ତ୍ର, ଶାଶୁକୁ ୧୯ ଖଣ୍ଡ କରିଥିଲା ଜ୍ୱାଇଁ, କଟା…

Breaking News

ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାପା-ଝିଅ, ଯୋଡ଼ାରେ ବଡ଼ ଦୁର୍ଘଟଣା

Featured

ସିନରେ ସୀମାପାର…., ସୁପରଷ୍ଟାରଙ୍କ ସହ ଏ କାମ କରିବାକୁ କହିଥିଲେ…, ଯାହା କେହି କେବେ…

Top Stories

ବେଡରେ ଲୁଚିଥିଲା କିନ୍ନରଙ୍କ ଶବ, ୪ ଦିନ ହେବ ଘରେ ଶଢ଼ୁଥିଲା ମୃତଦେହ, ପୁଅରୁ ଝିଅ ହେବା ପାଇଁ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

Jioର ନିଦ ଉଡାଇବ BSNLର ଏହି ପ୍ଲାନ! ଏତିକି…

ହାର୍ଟକୁ ସୁରକ୍ଷା ଦିଏ ଏହି 5 ନାଲି ଫଳ,…

ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ…

ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ…

ସିନରେ ସୀମାପାର…., ସୁପରଷ୍ଟାରଙ୍କ ସହ ଏ…

ବେଡରେ ଲୁଚିଥିଲା କିନ୍ନରଙ୍କ ଶବ, ୪ ଦିନ ହେବ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Jioର ନିଦ ଉଡାଇବ BSNLର ଏହି ପ୍ଲାନ! ଏତିକି…

ହାର୍ଟକୁ ସୁରକ୍ଷା ଦିଏ ଏହି 5 ନାଲି ଫଳ,…

ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ…

ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ…

Prev Next 1 of 24,230
© 2025 - TK Digital All Rights Reserved.