ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ମହଙ୍ଗା ହେଲା ଡାକ୍ତରୀ ପାଠପଢ଼ା । ରାଜ୍ୟରେ ସୁପର୍ ସ୍ପେଶାଲିଟି ପାଠ୍ୟକ୍ରମ ଫି ୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାଫଳରେ ଓଡ଼ିଶାରେ ସରକାରୀ ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠ ପଢ଼ିବାକୁ ହେଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଅନ୍ୟପଟେ ଏମବିବିଏସ୍ ଓ ବିବିଏସ୍ ପାଠ୍ୟକ୍ରମ ମଧ୍ୟ ୨୯.୮୦ ପ୍ରତିଶତ ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଦେଖନ୍ତୁ କଣ ରହିଛି ପୂର୍ଣ୍ଣ ସୂଚନା ଏହି ଭିଡିଓ ମାଧ୍ୟମରେ…