fbpx

ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲାଙ୍କ ୨୬ ବର୍ଷିୟ ପୁଅଙ୍କ ଦେହାନ୍ତ, ସେରେବ୍ରାଲ୍ ପାଲ୍ସୀ ଦ୍ୱାରା ଥିଲେ ପୀଡ଼ିତ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟ ନଦେଲାଙ୍କ ପୁଅଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୨୬ ବର୍ଷ ବୟସରେ ସତ୍ୟ ନଦେଲାଙ୍କ ପୁଅ ଜେନ୍ ନାଦେଲା ଆଖି ବୁଜିଛନ୍ତି । ତେବେ ଏତେ କମ୍ ବୟସରୁ ମୃତ୍ୟୁର କାରଣ ହେଲା ସେରେବ୍ରାଲ୍ ପାଲସୀ । ଜନ୍ମରୁ ସତ୍ୟଙ୍କ ପୂଅ ଏହି ରୋଗରେ ପୀଡ଼ିତ ଥିଲେ ।

Get real time updates directly on you device, subscribe now.