ଭୁବନେଶ୍ୱର: କୁନିଝିଅକୁ ଧକ୍କା ଦେଲା ମୋ ବସ୍ । ‘ମୋ ବସ୍’ ନେଲା କୁନିଝିଅର ଜୀବନ ।
ଭୁବନେଶ୍ୱର- ନନ୍ଦନକାନନ ରାସ୍ତାରେ ଘଟିଛି ଦୁର୍ଘଟଣା । ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳର ଘଟଣା ।
କୁନିଝିଅ ମୃତ୍ୟୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ । ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି ।
ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ସୂଚନା । ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି ।
ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ ମୋବସ ଦେଲା ଧକ୍କା । ୩ଟି ମୋ ବାସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ ।
ନନ୍ଦନକାନନ ପାଟିଆ ରାସ୍ତା ଅବରୋଧ।