ପ୍ରତ୍ୟେକ ଦିନ ମୋଦୀ ଖାଆନ୍ତି ଏହି ଖାଦ୍ୟ, ଖର୍ଚ୍ଚ ହୁଏ ଏତିକି ଟଙ୍କା

ମୋଦୀଙ୍କ ଡାଏଟ୍ ପ୍ଲାନ ଜାଣିବାକୁ ପ୍ରାୟ ଲୋକ ଆଗ୍ରହୀ ଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଦିନ କେଉଁ ଖାଦ୍ୟ ଖାଆନ୍ତି। ଆଉ ସେଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ।

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶତ୍ରୁକୁ ପରାସ୍ତ କରିବାରେ ତାଙ୍କ ରଣନୀତିକୁ ନେଇ ଯେତିକି ଚର୍ଚ୍ଚା ନୁହେଁ। ସେ ଏ ବୟସରେ ବି ଏତେ ଫିଟ୍ କେମିତି ଅଛନ୍ତି। ତାକୁ ନେଇ ଅଧିକ ଆଲୋଚନା।

ଆପଣମାନେ ତ ନିଶ୍ଚୟ ଜାଣିଥିବେ ଖାଦ୍ୟ ଆମ ଦେହ ପାଇଁ କେତେ ଜରୁରୀ। ଆଉ ସଠିକ୍ ମାତ୍ରାରେ ଶରୀରକୁ ପୋଷଣ ମିଳିଲେ ଦେହ ସୁସ୍ଥ ରହିଥାଏ। ତେଣୁ ଏହି ଫର୍ମୁଲା ଆପଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେଣୁ ନିଜ ଖାଇବାରେ ଖର୍ଚ୍ଚ କରୁଛନ୍ତି ଏତେ ଟଙ୍କା।

ମୋଦୀଙ୍କ ବ୍ୟକ୍ତିଗତ ଜୀବନ: ଯଦି ଦେଖିବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବୟସରେ ଜାଣିବା ପାଇଁ ଅନେକ ଲୋକ ଇତ୍ସୁକ ଥାନ୍ତି। ବିଶେଷ କରି ତାଙ୍କ ଫିଟର ରହସ୍ୟ, ତାଙ୍କ ଡାଏଟ୍ ପ୍ଲାନ ବିଷୟରେ।

ତେବେ ଆପଣମାନେ ବୋହୁତ କମ୍ ଜାଣିଥିବେ ମୋଦୀ ଦିନକୁ କେତେ ଖାଆନ୍ତି। ଆଉ କ’ଣ କ’ଣ ସବୁ ଖାଆନ୍ତି। ତେବେ ଆସନ୍ତୁ ଜାଣିବା ମୋଦୀ ନିଜକୁ ସୁସ୍ଥ ରଖିବା ପାଇଁ କେଉଁ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ ଅନୁସରଣ କରୁଛନ୍ତି।

ଡାଏଟ ପ୍ଲାନ: ପ୍ରଧାନମନ୍ତ୍ରୀଙ୍କ ଡାଏଟ୍ ପ୍ଲାନରେ ଓଜନ ବଜାୟ ରଖିବା ସହ ଦିନସାରା କାର୍ଯ୍ୟ କରିବା ସତ୍ତ୍ଵେ ମଧ୍ୟ କିପରି ସକ୍ରିୟ ରହି ପାରିବେ ତାହା ଉଲ୍ଲେଖ ରହିଛି। ଏହି ପ୍ଲାନରେ ବ୍ୟକ୍ତି ଜଣଙ୍କ କ’ଣ ଖାଇବେ ସେନେଇ କୌଣସି କଟକଣା ନାହିଁ ବରଂ ଖାଇବାର ସମୟ ସ୍ଥିର କରାଯାଇଛି।

ଏହି ଡାଏଟ୍ ପ୍ଲାନରେ ପ୍ରଧାନମନ୍ତ୍ରୀ ମୋଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି। ସକାଳ ୧୦ଟା ୫୫ ମିନିଟରେ ଏବଂ ସନ୍ଧ୍ୟା ୭ଟା ୫୫ ମିନିଟରେ। ଏହି ପ୍ଲାନରେ ଖାଦ୍ୟରେ ଅଧିକ ପ୍ରୋଟିନ ଏବଂ କମ୍ କାର୍ବୋହାଇଡ୍ରେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି। ଏହାଛଡା ସକାଳେ ଚାଲିବା ଅତ୍ୟନ୍ତ ଜରୀ ବୋଲି ମଧ୍ୟ କୁହାଯାଇଛି।

ମୋଦୀଙ୍କ ଖାଦ୍ୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ସମ୍ପୂର୍ଣ୍ଣ ନିରାମିଷାସି। ତାଙ୍କ ସକାଳ ଜଳଖିଆରେ ଅନେକ ପ୍ରକାରର ଫଳ ଥାଏ। ସେ ସବୁବେଳେ ୯ଟା ସୁଦ୍ଧା ଜଳଖିଆ ଖାଇଦିଅନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ରତିଦିନ ଅଦା ଚା ପିଅନ୍ତି ଏବଂ ବହୁତ ହାଲୁକା ନାସ୍ତା ଖାଆନ୍ତି। ସେମାନଙ୍କ ସକାଳ ଜଳଖିଆରେ ସିଝା କିମ୍ବା ଭଜା ଖାଦ୍ୟ ଥାଏ। ତଥାପି, ସେ ତାଙ୍କ ଖାଦ୍ୟ ନଖାଇବା ପର୍ଯ୍ୟନ୍ତ ଛୋଟ ଛୋଟ ଖାଦ୍ୟ ଖାଇ ଚାଲିଥାନ୍ତି। ତାଙ୍କର ପ୍ରିୟ ଖାଦ୍ୟ ହେଉଛି ଖିଚଡି।

ଏହା ବ୍ୟତୀତ କଢ଼ି, ଉପମା, ଗୁଜୁରାତୀ ଖାଖରା ତାଙ୍କର ପ୍ରିୟ ଖାଦ୍ୟ। କେତେବେଳେ ସେ ଡ୍ରମଷ୍ଟିକ୍ ପରଟା ମଧ୍ୟ ଖାଆନ୍ତି। ଏହି ଜିନିଷଗୁଡ଼ିକ ତାଙ୍କ ବ୍ୟକ୍ତିଗତ ରୋଷେୟାଙ୍କ ଦ୍ୱାରା ତିଆରି କରାଯାଇଛି। ସେ ତାଙ୍କର ଖାଇବା ଏବଂ ପିଇବା ଅଭ୍ୟାସରେ ଅତ୍ୟନ୍ତ ସଂଯମ। ହେଲେ ଏହିସବୁ ଖାଦ୍ୟରେ ସେମିତି ବିଶେଷ କିଛି ଥର୍ଚ୍ଚ ହୁଏ ନାହିଁ।