Breaking: ଭୁବନେଶ୍ୱରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ୱର: ଆରଏସଏସ ସରସଂଘ ଚାଳକ ମୋହନ ଭାଗବତ ୫ ଦିନିଆ ଗସ୍ତରେ ଭୁବନେଶ୍ୱର ଆସିଛନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। କାଲିଠୁ ୩ ତାରିଖ ଯାଏଁ ସଂଘର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ। ସଂଘର ଯୋଜନା ବୈଠକରେ ମଧ୍ୟ ସେ ଯୋଗଦାନ କରିବେ।