ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ମୋହନ ମାଝୀ
ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ କହିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ନିଯୁକ୍ତିମେଳାରେ ଆୟୋଜିତ ହୋଇଥିଲା । ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ସରକାର ଆସିବା ପରେ ୨୮,୩୪୬ ଜଣଙ୍କୁ ସରକାରୀ ସ୍ତରରେ ଓ ୪୫ ହଜାରଙ୍କୁ ବେସରକାରୀ ସ୍ତରରେ ନିଯୁକ୍ତି ମିଳିଛି ।