ଓଡ଼ିଶା ଭାସ୍କର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାମହିମଙ୍କୁ ମୋହନ ରାଷ୍ଟ୍ରପତି ଭବନରେ ଭେଟିଥିବା ସୂଚନା ରହିଛି । ତାଙ୍କ ସହ ବଡ଼ ଆଲେଚନା ହେଉଥିବା ନେଇ ମଧ୍ଯ କୁହାଯାଉଛି ।
ପ୍ରକାଶଥାଉ ଯେ, ନୂଆଦିଲ୍ଲୀଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ବିକାଶ ପରିଯୋଜନା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଦୃଷ୍ଟିକୋଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିବା ଜଣା ପଡ଼ିଛି ।