ମୋହନ ସରକାର ଆଣିଲେ ନୂଆ ଇଭି ପଲିସି, ୩୧ ଡିସେମ୍ୱର ୨୦୩୦ ଯାଏଁ ରହିବ ବଳବତ୍ତର

୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। 

ଭୁବନେଶ୍ୱର: ସରକାର ଆଣିଲେ ନୂଆ ଇଭି ପଲିସି। ମୋହନ ସରକାର ଆଣିଲେ ନୂଆ ଇଭି ପଲିସି। ୩୧ ଡିସେମ୍ୱର ୨୦୩୦ ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ।

୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।  ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ସରକାର ଦେବେ ବୋଲି ସୂଚନା ମିଳିଛି।