fbpx

ଗଞ୍ଜାମରେ ହେବ ଆଉ ୮ଟି କୋଭିଡ୍‌ ହସ୍ପିଟାଲ

ଗଞ୍ଜାମ,୧୨/୭(ଓଡିଶା ଭାସ୍କର): କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ୮ଟି କୋଭିଡ୍‌ ହସ୍ପିଟାଲ ହେବ। ୫ଟି CCC ଓ ୩ଟି DCHC ହସ୍ପିଟାଲ ହେବ। ତେବେ CCC ହେଉଛି କୋଭିଡ୍‌ କେୟାର ସେଣ୍ଟର ଓ DCHC ହେଉଛି ଡେଡିକେଟେଡ କୋଭିଡ୍‌ ହେଲ୍‌ଥ ସେଣ୍ଟର।

ଏହି ୮ଟି ହସ୍ପିଟାଲରେ ୧୧୫୦ଟି ବେଡ୍‌ ରହିବ। CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବ। ଅନ୍ୟପଟେ ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହସ୍ପିଟାଲ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.