fbpx

ବ୍ଲାକ ମନୋକିନୀରେ ଫଟୋ ଉଠାଇଲେ ମୌନୀ, ବଢ଼ିଲା ଇଣ୍ଟରନେଟର ପାରା

ଟିଭି ପରଦାର ଲୋକପ୍ରିୟ ଅଭିନେତ୍ରୀ ମୌଦୀ ରଏ ଏବେ ସ୍ୱାମୀ ସୁରଜ ନାମ୍ବିୟାରଙ୍କ ସହ କଶ୍ମୀରରେ ନିଜର ହନିମୁନ୍ ମନାଉଛନ୍ତି । ବରଫ ଚାଦରରେ ଆଚ୍ଛାଦିତ କାଶ୍ମୀରର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ଅଛନ୍ତି ମୌନୀ ଆଉ ଶେୟାର କରୁଛନ୍ତି କଶ୍ମୀରରେ ହନିମୁନ୍ ଉପଭୋଗ କରୁଥିବା ଫଟୋ ।

ନିକଟରେ ମୌନୀ ବରଫାବୃତ ଦ୍ୱାରା ଆବୃତ ହୋଇଥିବା ପାହାଡ଼ ଏବଂ ଜଙ୍ଗଲର ଫଟୋ । ଏହା ସହ ମନୋକିନୀ ପିନ୍ଧି ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ବିବାହ ପରେ ମୌନୀ ରଏ କଶ୍ମୀରରେ ହନିମୁନ ସେଲିବ୍ରେଟ କରୁଛନ୍ତି । ଆଉ ତାଙ୍କର କଶ୍କୀରରେ ବ୍ଲାକ୍ ବରଫ ଚାଦର ସହ ମନୋକିନୀରେ ଫଟୋ ଶେୟାର କରିଛନ୍ତି । ଆଉ ଏହି ଫଟୋ ଏବେ ଇଣ୍ଟରନେଟ୍ ରେ ହଙ୍ଗାମା ମଚାଇଛି ।

ଫଟୋରେ ମୌନୀଙ୍କ ପଛପଟେ ବରଫ ଆବୃତ ସୁନ୍ଦର ପାହାଡ଼ ଦେଖାଯାଉଛି ଏହା ସହ ମୌନୀ ଆକର୍ଷକ ପୋଜ୍ ଦେଇ ଫୋଟେ ନେଉଛନ୍ତି । ଆଉ ଏବେ ଏହା ଇଣ୍ଟରନେଟ ପାରା ବଢ଼ାଇଛି । ତାଙ୍କର ଫଟୋକୁ  ଖୁବ ଭଲପାଇବା ମିଳୁଛି । ଏହି ଫଟୋକୁ ନେଇ ତାଙ୍କ ଫ୍ୟାନ ଅନେକ କମେଣ୍ଟ କରୁଛନ୍ତି । ଫ୍ୟାନମାନେ କମେଣ୍ଟ କରିବା ସହ ତାଙ୍କର ପ୍ରଂଶସା ମଧ୍ୟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ମୌନୀ ୨୭ ଜାନୁଆରୀ ୨୦୨୨ ରେ ସୁରଜ ନାମ୍ବିଆରଙ୍କ ସହ ବିବାହ କରିଥିଲେ ।

Get real time updates directly on you device, subscribe now.