fbpx

ଯୌତୁକ ପାଇଁ ମୋ ଝିଅକୁ ତଣ୍ଟି ଚିପି ମାରି ଦେଇଛି ତା’ ସ୍ୱାମୀ: କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ କହିଲା ମା’, ଦେଖନ୍ତୁ Video

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୌତୁକ ପାଇଁ ମୋ ଝିଅକୁ ମାରି ଦେଇଛି ତା ସ୍ୱାମୀ । ମାତ୍ର ୧୫ ଦିନ ତଳେ ୪୫ ହଜାର ଟଙ୍କା ଦେଇଥିଲା ମାତ୍ର ମୋ ଝିଅର ତଣ୍ଟି ଚିପି ମାରି ଦେଇଛି ବୋଲି ଅଭିଯୋଗ କରିଛି ମା । ଙ୍ଗଳପୁର ଥାନା ନିଜାମପୁର ଗାଁ ର ତପସ୍ୱିନି ଉତ୍ତରକୁଳ ଗାଁର ବିଜୟ କୁମାର ନାଥଙ୍କୁ ବିବାହ କରିଥିଲେ । ବିବାହ ପରେ ତପସ୍ୱିନିଙ୍କୁ ଶାଶୁ ଘର ଲୋକେ ନାନା ନିର୍ୟାତନା ଦେଉଥିଲେ। ଏପରିକି ଶାଶୁ ଘର ଲୋକେ ଏକ କାର ଆଣିବା ପାଇଁ ଚାପ ପ୍ରୟୋଗ କରିଥିଲେ। ବାପ ଘର ଲୋକେ ନ ଦେବାରୁ ଝିଅକୁ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।

ଙ୍ଗଳପୁର ଥାନା ନିଜାମପୁର ଗାଁ ର ତପସ୍ୱିନି ଉତ୍ତରକୁଳ ଗାଁର ବିଜୟ କୁମାର ନାଥଙ୍କୁ ବିବାହ କରିଥିଲେ । ବିବାହ ପରେ ତପସ୍ୱିନିଙ୍କୁ ଶାଶୁ ଘର ଲୋକେ ନାନା ନିର୍ୟାତନା ଦେଉଥିଲେ। ଏପରିକି ଶାଶୁ ଘର ଲୋକେ ଏକ କାର ଆଣିବା ପାଇଁ ଚାପ ପ୍ରୟୋଗ କରିଥିଲେ। ବାପ ଘର ଲୋକେ ନ ଦେବାରୁ ଝିଅକୁ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।

Get real time updates directly on you device, subscribe now.