fbpx

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ହାବୁଡ଼ରେ ପଡ଼ି ଛେଚାଖାଇଲେ ଯୁବକ, ଦେଖନ୍ତୁ ଭାଇରାଲ ଭିଡିଓ…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବେଳେ ଧରାପଡ଼ି ଛେଚା ଖାଇଲେ ଯୁବକ । ସୁକିନ୍ଦା ଦାନଗଦି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ସମୟରେ ପରିବାର ଲୋକ ତଥା ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଏହାପରେ ଉତ୍ୟକ୍ତ ଲୋକେ ତାଙ୍କୁ ଦେଇଥିଲେ ଉତ୍ତମ ମଧ୍ୟମ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.