fbpx
BSKY SKY
BSKY SKY

ଶନିବାର, ରବିବାର ନନ୍ଦନକାନନ ବନ୍ଦ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତି ଶନିବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ଶନି,ରବି ବନ୍ଦ । କରୋନା କଟକଣା ପାଇଁ ପ୍ରତି ଶନିବାର ଏବଂ ରବିବାର ବନ୍ଦ ରହିବ । ସୋମବାର ଖୋଲା ରହିବ ନନ୍ଦନକାନନ ଓ ଗାର୍ଡେନ । ପ୍ରତି ସପ୍ତାହରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁଁ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଅଗଷ୍ଟ ୩ ତାରିଖଠାରୁ ପୁଣିଥରେ ଖୋଲାଯାଇଛି । ବର୍ତ୍ତମାନ ସୀମିତ ସଂଖ୍ୟକ ପର୍ଯ୍ୟଟକ ଏବେ କୋଭିଡ ନିୟମ ମଧ୍ୟରେ ଖୋଲାଯାଉଛି ନନ୍ଦନକାନନ । ମୁଖ୍ୟ ଗେଟରେ ଥର୍ମାଲ ସ୍କାନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.