fbpx

ପ୍ରକୃତି ନିଆଁରେ ଜଳୁଛି ଭୁବନେଶ୍ୱର: ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରକୃତିର ଭୟଙ୍କର ନିଆଁ ଜଳୁଛଇ । ଦିନର ତାପମାତ୍ରା ଭୁବନେଶ୍ୱରକୁ ସବୁଠୁ ଉତ୍ତପ୍ତ ସହର ଭାବରେ ପରିଚୟ ଦେଇଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏହି ସମୟ ସୁଦ୍ଧା ସହରର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ସୃଷ୍ଟି କରିଛି । ଏହାପରେ ଚାନ୍ଦବାଲିରେ ଏହି ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ଏହାବ୍ୟତୀତ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୭.୪ ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୩୭.୨ ଡିଗ୍ରୀରେ ପହଞ୍ଚିଛି ।

Get real time updates directly on you device, subscribe now.