fbpx

ଆସାମ ନିର୍ବାଚନରେ ଏନଡିଏ ଆଗରେ 

ଦିଶପୁର୍ ୦୨ ।୦୫ (ଓଡ଼ିଶା ଭାସ୍କର) : ଆଜି ଦେଶର ୫ଟି ବିଧାନ ସଭା ନିର୍ବାଚନ ଫଳାପଳ ଘୋଷଣା ନେଇ ରାଜନିତୀ ସରଗରମ ରହିଛି । ଆସାମରେ ୧୨୬ ଟି ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ଏଥି ମଧ୍ୟରୁ ୭୪ଟି ଆସନରେ ଆଗୁଆ ରହିଛି । ସେହିପରି ୟୁପିଏ ୫୨ଟି ଆସନରେ ଅଗୁଆ ରହି ବିଜେପିକୁ କଡା ଟକ୍କର ଦେଉଛି । ଅନ୍ୟାନ୍ୟ ଦଳମାନେ ଏବେଯାଏ କୌଣସି ଆସନରେ ଗୋଟେଏ ସିଟ୍ ହାତେଇ ପାରି ନାହାନ୍ତି । ଆସମାରେ ସରକାର ଗଠନ କରିବା ଲାଗି ଦଳମାନଙ୍କୁ ଅତିକମରେ ୬୪ଟି ଆସନରେ ଜିତିବା ଆବଶ୍ୟକ |

Get real time updates directly on you device, subscribe now.