fbpx

ପୁନଃନିର୍ମାଣ କାର୍ଯ୍ୟ ପାଇଁ ନୂଆଦିଲ୍ଲୀ ରେଳଷ୍ଟେସନକୁ ବନ୍ଦ କରାଯିବା ଉପରେ ସ୍ପଷ୍ଟୀକରଣ

Advertisement

ନୂଆଦିଲ୍ଲୀ : ପୁନଃନିର୍ମାଣ କାର୍ଯ୍ୟ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆଦିଲ୍ଲୀ ରେଳଷ୍ଟେସନ ବନ୍ଦ କରାଯିବ ବୋଲି ଗଣମାଧ୍ୟମର କିଛି ବିଭାଗ ରିପୋର୍ଟ କରିଛି ।

ଘୋଷଣା କରାଯିବ ଯେ, ନୂଆଦିଲ୍ଲୀ ରେଳଷ୍ଟେସନ କେବେବି ବନ୍ଦ କରିଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଯେତେବେଳେ ଏକ ରେଳଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ କରାଯାଏ, କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଥାଏ ଏବଂ ଆଉ କେତେକ ଟ୍ରେନକୁ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରାଯାଇଥାଏ । ଟ୍ରେନ୍‌ଗୁଡିକର ଏପରି ପରିବର୍ତ୍ତନ ଓ ନିୟନ୍ତ୍ରଣ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ ।

Get real time updates directly on you device, subscribe now.