ରାଜ୍ୟରେ ଲାଗୁ ହେବ ୩ ବର୍ଷିଆ ଅବାକରୀ ନୀତି, ବାହାର ରାଜ୍ୟରେ ଚାଲିଛି ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ୩ ବର୍ଷିଆ ନୂଆ ଅବକାରୀ ନୀତି । ଖୁବଶୀଘ୍ର ନୂଆ ଅବକାରୀ ନୀତି ସମ୍ପର୍କରେ ଘୋଷଣା କରାଯିବ ବୋଲି କହିଲେ ମନ୍ତ୍ରୀ ।

ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ଅବକାରୀ ନୀତି ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆବକାରୀ ମନ୍ତର୍ୀ ପୃଥ୍ୱୀରାଜ ହରିଚନ୍ଦନ ।

ଜୁନ୍ ୧୫ରୁ ଜୁନ୍ ୨୦ ଭିତରେ ଆସିବ ନୂଆ ଆଇନ୍ । ବରିଷ୍ଠ ଅଧିକାରୀ ଏ ନେଇ ସମୀକ୍ଷା କରୁଥିବା କହିଲେ ମନ୍ତ୍ରୀ । ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।

ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁୂ ଯାଇ ଅନଧ୍ୟାନ କରୁଛନ୍ତି ଅଧିକାରୀ ।