ରାୟଗଡ଼ା: ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଠାବ ହୋଇଛି । ଅନ୍ଧିରାକଞ୍ଚ ଥାନା ପାଇକ କୁପାଖାଲ ଗାଁ’ରେ ଅଭାବନୀୟ ଘଟଣା ଘଟିଯାଇଛି ।
ଘର ନିକଟରେ ଥିବା ଗଛରେ ନବ ଦମ୍ପତିଙ୍କୁ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଦେଢ଼ ମାସ ତଳେ ଦମ୍ପତି ପ୍ରେମ ବିବାହ କରିଥିଲେ ।
କେଉଁ କାରଣରୁ ଦମ୍ପତି ପ୍ରାଣ ହାରିଛନ୍ତି, ତାହା ଅସ୍ପଷ୍ଟ । ମୃତ୍ୟୁର କାରଣ ଅସ୍ପଷ୍ଟ ।