fbpx
BSKY
BJD MC SKY
BJD MS SKY

ମାନଭଞ୍ଜନ କରି ନୀଳାଦ୍ରିବିଜେ କଲେ କାଳିଆ ସାଆନ୍ତ

ପୁରୀ,୪/୭(ଓଡିଶା ଭାସ୍କର): ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରିବିଜେ ନୀତି ଶେଷ ହୋଇଛି। ତିନି ରଥରେ ଲୀଳାଖେଳା ସାରି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରେ ବିଜେ କରିଛନ୍ତି।

ତେବେ ମହାପ୍ରଭୁ ଭାଇ, ଭଉଣୀଙ୍କୁ ନେଇ ଯାତ୍ରା କରିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ଶେଷରେ ରସଗୋଲା ଖାଇବା ପରେ ସିଂହଦ୍ୱାର ଫିଟାଇଲେ ମହାଲକ୍ଷ୍ମୀ । ମିଠା ଦେଇ ମାନଭଞ୍ଜନ କରିବା ପରେ ନୀଳାଦ୍ରିବିଜେ କଲେ କାଳିଆ ସାଆନ୍ତ।

Get real time updates directly on you device, subscribe now.