fbpx

ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ବାଲେଶ୍ୱର,୧୨/୧୦(ଓଡିଶା ଭାସ୍କର): ରାଜ୍ୟରେ ଉପନିର୍ବାଚନ ପାଇଁ କଂଗ୍ରେସର ନିଜର ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ବର ସଦର ଆସନ ପାଇଁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏହା ପୂର୍ବରୁ ବିଜେପି ଓ ବିଜେଡ଼ି ନିଜ ନିଜର ପ୍ରାର୍ଥୀ ଚୟନ କରିସାରିଛି।

Get real time updates directly on you device, subscribe now.