fbpx

ସ୍ୱାସ୍ଥ୍ୟସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ସେବାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର । କାରଣ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ଗ୍ରୁପ ଏ ରାଙ୍କର ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଏଲଟିଆରଏମଓ ଅର୍ଥ ହେଉଛି ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ୩୦ ଜିଲ୍ଲା ହସ୍ପିଟାଲରେ ୧୫୦୦, ଆରଜିଏଚରେ ୨୦ଟି ପଦବୀ, ୩୨ ସବଡିଭିଜନାଲ ହସ୍ପିଟାଲରେ ଆଉ ୪୮୦ଟି ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅନେକ ଆଶାୟୀ ପ୍ରାର୍ଥୀ ଲାଭବାନ୍ ହେବେ ।

Get real time updates directly on you device, subscribe now.