fbpx

ପିପିଲି ଉପନିର୍ବାଚନ: ୫ଟା ସୁଦ୍ଧା ୬୮.୪୦% ଭୋଟ ଗ୍ରହଣ

Advertisement

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ୫ଟା ସୁଦ୍ଧା ୬୮.୪୦% ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି । ୬ଟା ପରେ ମତଦାନ ହାର ନେଇ ଚୂଡାନ୍ତ ସୂଚନା ମିଳିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଥିଲା ।

Get real time updates directly on you device, subscribe now.