ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ । ଏସଜେଟିଏ (ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେଶନ୍)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ବହନ କାରିବେ ।
ପୂର୍ବରୁ ଶ୍ରୀ ମନ୍ଦିରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ । ୨୦୨୪ ଅଗଷ୍ଟ ୧୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ।
୧୯୯୦ ମସିହା ଓଡ଼ିଶା ଆଇଏଏସ୍ କ୍ୟାଡେଟ୍ ହେଉଛନ୍ତି ମନୋଜ ଅହୁଜା ।