fbpx

ହେ ଭଗବାନ…୧୦୦ ବର୍ଷ ପୁରୁଣା Haunted Hotel, ଯେଉଁଠି ଚାଲିଛି ଭୂତଙ୍କ ରାଜ୍! ଦାନ୍ତରେ କାଟି ଦେଉଛନ୍ତି ଶରୀର

ଓଡ଼ିଶା ଭାସ୍କର: ଭୂତ-ପ୍ରେତ, ପିଶାଚ ଆଉ ଆତ୍ମା । ଏଭଳି ଶରୀର ହୀନ ଦୃଷ୍ଟ ଶକ୍ତିର ନାଁ ଶୁଣିଲେ ପ୍ରତ୍ୟେକ ମଣିଷ ଭୟରେ ଥରିଯାଏ । ଆଖି ଆଗରେ ଝଲସି ଉଠେ କେତେ କ’ଣ ଭୟଙ୍କର ଚିତ୍ର । ଭୂତ କ’ଣ କରିପାରେ ଆଉ କେମିତି ଜୀବନ ନେଇପାରେ? ଏମିତି ଅନେକ କାହାଣୀ ମନକୁ ଥରାଇ ଦିଏ । ଭୂତକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଭୟାନକ କାହାଣୀ ଶୁଣିବାକୁ ମିଳିଥାଏ । ଜେଜେବାପା-ଜେଜେ ମା’ଙ୍କ ମୁହଁରୁ ଏହିସବୁ କାହାଣୀ ଶୁଣି ମନରେ ଭୂତପ୍ରେତକୁ ନେଇ ଏକ ଅଜଣା ଡର ବସା ବାନ୍ଧି ହୋଇ ରହିଛି । ଯାହା ସମୟ ସମୟରେ ଛାତିକୁ ଥରାଇଦିଏ ।

ଅନେକ ଭଙ୍ଗାଘର, ଡାକବଙ୍ଗଳା କିମ୍ବା ହୋଟେଲରେ ଭୂତପ୍ରେତ ରହୁଥିବା କଥା ଆପଣ ଶୁଣିଥିବେ । ସେମିତି ଏକ ହୋଟେଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ହୋଟେଲରେ ଭୂତପ୍ରେତଙ୍କୁ ଦେଖିଥିବା ନେଇ ଅନେକ ଲୋକ ମତପ୍ରକାଶ କରିଛନ୍ତି । ଏହି ୧୪ ତାଲା ବିଶିଷ୍ଟ ହୋଟେଲରେ ୪୫୦ ବଖରା ଥିବା ବେଳେ ଏହା ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ୧୯୨୬ ମସିହାରେ ପ୍ରସ୍ତୁତ କରାଯାଇଥିଲା ଏହି ହୋଟେଲ, ଯାହା ବର୍ତ୍ତମାନ ଭୂତଙ୍କ ଆଡ୍ଡା ପାଲଟି ଯାଇଛି । କିନ୍ତୁ ସବୁଠାରୁ ଭୟଙ୍କର ହୋଉଛି ଏଠାରେ ଥିବା ଭୂତମାନଙ୍କୁ ନେଇ ହେଉଥିବା ଦାବି ।

भूत-प्रेतों को लेकर अक्सर ही तरह-तरह की बातें होती रहती हैं. कुछ लोग मानते हैं कि भूत-प्रेत और आत्माएं सच में होती हैं, जिसमें से कुछ आत्माएं बुरी होती हैं, जो जिंदा लोगों को नुकसान पहुंचाती हैं तो कुछ आत्माएं अच्छी भी होती हैं. आपने ऐसी तमाम जगहों के बारे में सुना होगा, जिनके बारे में कहा जाता है कि वहां भूतों का बसेरा है. ऐसे ही एक होटल की चर्चा आजकल खूब हो रही है. लोग दावा करते हैं कि उन्होंने इस होटल के अंदर घूमती आत्माओं को देखा है. (फोटो: Instagram/thebakerhotelandspa)

କୁହାଯାଏ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୪୧-୧୯୪୪) ସମୟରେ ଏହା ସେନାର କ୍ୱାର୍ଟର ଥିଲା । କିନ୍ତୁ ଏହାପରେ କିଛି ଦିନ ଖାଲି ପଡିଥିଲା ଏହି ହୋଟେଲ । ପରେ ୧୯୬୩ ମସିହାରେ ଏହାକୁ ଗୋଟିଏ ହୋଟେଲର ରୂପ ଦିଆଗଲା, କିନ୍ତୁ ପୁଣିଥରେ ଏହା ବନ୍ଦ ହୋଇଯାଇଥିଲା । ଏଠାରେ ରହୁତିବା ଲୋକମାନେ କିଛି ଅଦ୍ଭୁତ ଘଟଣା ଘଟୁଥିବା ଅନୁଭବ କରିଥିଲେ । ହୋଟେଲରେ ରହୁଥିବା ଲୋକେ କୁହନ୍ତି ଯେ, ବେଳେବେଳେ କିଛି ଅଦୃଶ୍ୟ ଶକ୍ତି ତାଙ୍କ ଶରୀରକୁ ରାମ୍ପି ଦେଇଥାଏ । ଆଉ କିଛି ଲୋକଙ୍କ ଏହି ଶକ୍ତି ଦାନ୍ତରେ କାମୁଡିବା ପାଇଁ ମଧ୍ୟ ଚେଷ୍ଟା କରୁଥିବା ନେଇ ଦାବି କରିଛନ୍ତି । କେବେକେବେ ଲାଲ ରଙ୍ଗର କେଶ ଥିବା ମହିଳା ଦେଖାଯାଏ ତ କେବେ କେବେ ସବୁଜ ରଙ୍ଗର ଆଖି ଥିବା ମହିଳା ବଙ୍ଗଳା ସାରା ଘୁରି ବୁଲୁଥିବାର ଦୃଶ୍ୟ ଦେଖାଯାଇଛି ।

यह होटल अमेरिका के टेक्‍सास में है, जिसे करीब 100 साल पुराना बताया जाता है. मिरर की रिपोर्ट के मुताबिक, 14 मंजिला इस होटल का निर्माण साल 1926 में किया गया था, जिसमें 450 कमरे मौजूद हैं. साथ ही यहां एक बड़ा सा स्विमिंग पूल और स्पा भी है. हालांकि यह होटल अब किसी खंडहर की तरह हो गया है और इसकी वजह है यहां दिखने वाले भूत-प्रेत, जिनको लेकर अजीबोगरीब दावे किए जाते हैं. (फोटो: Instagram/thebakerhotelandspa)

କେବଳ ଏତିକିରେ ସରିନି ଭୂତଙ୍କ କାରନାମା । ହୋଟେଲର କାନ୍ଥରୁ ଅଜବ ପ୍ରକାରର ଗନ୍ଧ ବାରିଛନ୍ତି ଏଠାରେ ରହୁଥିବା ଅନେକ ଲୋକ । ତେବେ କିଛି ଲୋକ ସିଗାରେଟର ଗନ୍ଧ ବାରିଥିଲେ । ହୋଟେଲର ମାଲିକଙ୍କୁ ସିଗାରେଟ ପସନ୍ଦ ଥିବାରୁ ତାଙ୍କର ଆତ୍ମା ଏଠାରେ ରହୁତିବା ଲୋକ ସନ୍ଦେହ କରୁଛନ୍ତି । ତେବେ ଅନେକ ବିଶେଷଜ୍ଞ ମଧ୍ୟ ପରୀକ୍ଷା କରିବା ପରେ ଏଠାରେ ଅଦ୍ଭୁତ ଘଟଣା ହେଉଥିବା କଥାକୁ ଗ୍ରହଣ କରିସାରିଛନ୍ତି । ତେବେ ଏସବୁକୁ ଭୁଲି ଏହି ହୋଟେଲକୁ ପୁଣି ଥରେ ଖୋଲିବାକୁ ପ୍ରସ୍ତୁତି ଚାଲିଛି ।

कहते हैं कि द्वितीय विश्व युद्ध के दौरान साल 1941 से लेकर 1944 तक ये होटल सेना का क्वार्टर हुआ करता है, लेकिन उसके बाद यह फिर से वीरान हो गया. हालांकि साल 1963 में इसे फिर से एक होटल के रूप में खोला गया, लेकिन कुछ साल के बाद ये फिर से बंद हो गया. कहा गया कि यहां ठहरने वाले लोगों ने पैरानॉर्मल एक्टीविटीज महसूस की. (फोटो: Instagram/thebakerhotelandspa)

 

Get real time updates directly on you device, subscribe now.