fbpx

OJEE 2024: ବି.ଫାର୍ମ / ଏମ. ଫାର୍ମ ୱେବ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ବି.ଫାର୍ମ / ଏମ. ଫାର୍ମ ପାଇଁ ୱେବ ବେସଡ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଭାଲିଡ ଓଜେଇଇ ୨୦୨୪ / ଜେଇଇ ମେନ-୨୦୨୪ / ନିଟ-ଯୁୟି ୨୦୨୪ ରାଙ୍କଧାରୀ (ବି.ଫାର୍ମ ପାଇଁ) ଓ ଓଜେଇଇ ରାଙ୍କ / ଭାଲିଡ ଜିପିଏଟି ସ୍କୋର (ଏମ. ଫାର୍ମ ପାଇଁ) ପ୍ରୋଗ୍ରାମ ଥିବା ପ୍ରାର୍ଥୀମାନେ ଇଜେଇଇର ୱେବସାଇଟ୍ ପରିଦର୍ଶନ କରିପାରିବେ । ପ୍ରାର୍ଥୀମାନେ ଏହି ସମସ୍ତ କୋର୍ସ ପାଇଁ କାଉନସେଲିଂର ଡିଟେଲ ଶିଡ୍ୟୁଲ ଦେଖିପାରିବେ । ଏଥିସହିତ ‘କାଉନସେଲିଂ ବ୍ରୋଚର’, ‘ଷ୍ଟେପ-ବାଏ-ଷ୍ଟେପ ପ୍ରୋସିଜିଓର’କୁ ପ୍ରାର୍ଥୀମାନେ ସତର୍କତାର ସହିତ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

OJEE 2024

Get real time updates directly on you device, subscribe now.