fbpx

ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ବିଲେଇକୁ ଉଦ୍ଧାର କରବାକୁ ଯାଇ କୂଅରେ ପଡ଼ି ଜଣେ ମୃତ । ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ପଟିଆ ଷ୍ଟେସନ ନିକଟ ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର ପାଇଁ ୩ ଜଣ କୂଅକୁ ଡେଇଁଥିଲେ ।

Get real time updates directly on you device, subscribe now.