ଆଗତ ହେଲା ଅନଲାଇନ୍ ଗେମିଂ ବିଲ୍ ,ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଳୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ ଗେମିଂ ବିଲ୍ ୨୦୨୫ । ବିଲ୍ ଉପସ୍ଥାପନ କଲେ ସୂଚନା ଓ ପ୍ରଜୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବେଟିଂ ସହିତ ଜଡ଼ିତ ଅନଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେପି । ସମସ୍ତ ଦଳୀୟ ସାଂସଦଙ୍କୁ ପଉପସ୍ଥିତ ରହିବାକୁ କେନ୍ଦ୍ର ସରକାର ହ୍ୱିପ୍ ଜାରି କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ସହସଦୀୟ କାର୍ଯ୍ୟ ଥିବାରୁ ବିଜେପି ହ୍ୱିପ୍ ଜରି କରିଥିବା ସୂଚନା । ଆଜି ସଂସଦରେ ଆଗତ ହେବ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ।