fbpx

ମେଘାଳୟ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡ଼ିଲେ ୧୨ ବିଧାୟକ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ପୂର୍ବରୁ ମେଘାଳୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଏବେ ଦଳ ଛାଡ଼ି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା । ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ କଂଗ୍ରେସର ୧୭ ବିଧାୟକ ଥିଲେ ।

Get real time updates directly on you device, subscribe now.