fbpx

BIG BREAKING…ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ ।

OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ।  ବୋର୍ଡ ପକ୍ଷରୁ ଏହି ପରୀକ୍ଷା ଚଳିତ ବର୍ଷ ଜାନୁୟାରୀରେ ହୋଇଥିଲା । ରାଜ୍ୟରେ ୧୬୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଥିଲା । ମୋଟ ଉପରେ ୪୭ ହଜାର ୭୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

 

Get real time updates directly on you device, subscribe now.