fbpx
BSKY
BJD YOUTH SKY
BJD MS SKY

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସାରଙ୍କ ବଡ଼ପୁଅକୁ ଆକ୍ରମଣ ଧମକ । ନନ୍ଦ ସାରଙ୍କୁ ବି ଆକ୍ରମଣ ଧମକ ଦେଲେ ପଡ଼ୋଶୀ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ତିରା ଗାଁରେ ଗଣ୍ଡୋଗୋଳ । ସୁକିନ୍ଦା ଥାନାରେ ନନ୍ଦ ସାରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ।

Get real time updates directly on you device, subscribe now.