fbpx

UPS ନା NPS: କେଉଁ ଯୋଜନାକୁ ଆପଣାଇ କେନ୍ଦ୍ରୀୟ କର୍ମଚାରୀମାନେ ଅବସର ପରେ ପାଇବେ ଅଧିକ ପେନସନ୍ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଖରେ ଏବେ ବିକଳ୍ପ ଅଛି , ଯାହାଫଳରେ ସେମାନେ ଚାହିଁଲେ ବର୍ତ୍ତମାନ ଜାତୀୟ ପେନସନ୍ ସ୍କିମ୍ (ଏନବିଏସ) ରେ ରହିବେ ନଚେତ୍ ଗ୍ୟାରେଣ୍ଟି ପେନସନ୍ ସହିତ ନୂଆ ପେନସନ୍…

ପଞ୍ଜାବୀ ସିଙ୍ଗର ଏପି ଢିଲନଙ୍କ ଘର ବାହାରେ ଗୁଳିକାଣ୍ଡ, ଜାଣନ୍ତୁ କ’ଣ ରହିଛି ଶତ୍ରୁତା

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ଅମୃତପାଲ ସିଂହ ଓରଫ ଏପି ଢିଲନଙ୍କ କାନାଡାରେ ଥିବା ଘର ବାହାରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣା ଗତକାଲିର ଏବଂ ଲରେନ୍ସ ବିଶ୍ନୋଇ ଗିରୋହର ସଦସ୍ୟ ରୋହିତ ଗୋଦାରା ନାମକ ବ୍ୟକ୍ତି ଏହି…

୨୨ ବର୍ଷୀୟ ଯୁବତୀଙ୍କ ପାଇଁ ବରଦାନ ସାଜିଲା AI: ଆତ୍ମହତ୍ୟା କରିବାରୁ ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ମେଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାରଣରୁ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର  ମୋହନଲାଲଗଞ୍ଜର ନିଗୋ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଜୀବନ ରକ୍ଷା ବଞ୍ଚିଯାଇଛି । ମେଟା ଆର୍ଟିଫିସିଆଲ୍…

ଭାରତକୁ ମିଳିଲା ଦ୍ୱିତୀୟ ଗୋଲ୍ଡ, ବ୍ୟାଡମିଣ୍ଟନରେ ବ୍ରିଟେନ ଖେଳାଳିଙ୍କୁ ହରାଇଲେ ନିତେଶ କୁମାର

ନୂଆଦିଲ୍ଲୀ: ନିତେଶ କୁମାର ପାରାଅଲିମ୍ପିକ୍ସ ୨୦୨୪ରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ସେ ବ୍ୟାଟମିଣ୍ଟନର ମେନ୍ସ ସିଙ୍ଗଲ୍ସ ଏସଏଲ୩ କାଟାଗୋରୀରେ ଗ୍ରେଟ ବ୍ରିଟେନର ଡେନିୟଲ ବେଥେଲଙ୍କୁ ୨୧-୧୪,୧୮-୨୧,୨୩-୨୧ ରେ ହରାଇ…

ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା; ୨ ନାବାଳକଙ୍କ ସମେତ ୭ ଗିରଫ

ନୂଆଦିଲ୍ଲୀ: ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା। ହରିୟାଣାର ଚରଖୀ ଦାଦରି ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଦେଲେ ଗୋରକ୍ଷକ ଦଳ। ଏହି…

ସ୍ୱାତୀ ମାଲିୱାଲ ମାମଲା: କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ଦେଲେ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଭବ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଉପରେ ଅକ୍ରମଣ କରିବା ନେଇ ଜେଲରେ ଥିଲେ।…

ହାଏରେ ପ୍ରେମ! ବୁର୍ଖା ପିନ୍ଧି ପ୍ରେମିକାକୁ ଦେଖିବାକୁ ପହଞ୍ଚିଲେ ଯୁବକ, ଚୋର ଭାବି ପିଟି ପକାଇଲେ ସାହିଲୋକ, ଦେଖନ୍ତୁ Video

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ ଯୁବକ ବୁର୍ଖା ପିନ୍ଧି ତାଙ୍କ ପ୍ରେମିକାଙ୍କ ସାହିକୁ ଯାଇଥିଲେ । ଗର୍ଲଫ୍ରେଣ୍ଡର ସାକ୍ଷାତ ପୂର୍ବରୁ ବୁର୍ଖା ପିନ୍ଧିଥିବା ଯୁବକଙ୍କର ଆଚରଣ ଦେଖି ଅଞ୍ଚଳର ଲୋକମାନେ…

ଦେଶର କୃଷକମାନଙ୍କୁ ୭ଟି ବଡ଼ ଉପହାର ଦେଲେ କେନ୍ଦ୍ର ସରକାର; ଅଶ୍ୱିନୀ ବୈଷ୍ଣବ କହିଲେ- ଆୟ ବଢ଼ିବ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ…

‘ପୁଅର ଭୁଲ ପାଇଁ ବାପାଙ୍କ ଘରକୁ ଭାଙ୍ଗିବା ଠିକ୍ ନୁହେଁ’, ବୁଲଡୋଜର ଆକ୍ସନରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ବୁଲଡୋଜର ଆକ୍ସନ ମାମଲାକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଉଦୟପୁରରେ ରହୁଥିବା ୬୦ ବର୍ଷୀୟ ଖାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ,…

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ; ୧୭ରୁ ଆରମ୍ଭ ହେବ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା  । ସୁଭଦ୍ରା ପୋର୍ଟାଲ-…