ପାକିସ୍ତାନର ପେଶୱାରରେ ବଡ ବିସ୍ଫୋରଣ : ୭ ମୃତ, ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର
ପେଶୱାର,୨୭ ।୧୦: ପାକିସ୍ତାନର ପେଶାୱରର ଏକ ମଦ୍ରାସା ନିକଟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ମଦ୍ରାସା, ଦୀର କଲୋନୀରେ ହୋଇଛି । ରିଲିଫ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ,…