ସଞ୍ଜୁ ସାମସନଙ୍କ ଜର୍ସିରେ କାହିଁକି ଲେଖାଯାଇଛି DHONI? କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେରଳ କ୍ରିକେଟ୍ ଲିଗ୍ (KCL) 2025 ରେ ଭାରତୀୟ କ୍ରିକେଟ୍ ଷ୍ଟାର ସଞ୍ଜୁ ସାମସନ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି । ଅଗଷ୍ଟ 25 ତାରିଖରେ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ…

ଖୁଲାସା ହେବନି ପିଏମ ମୋଦୀଙ୍କ ଗ୍ରାଜୁଏସନ ଡିଗ୍ରୀର ଡାଟା, CIC ଆଦେଶକୁ ବାତିଲ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରୀ ସହ ଜଡିତ ରେକର୍ଡକୁ ପ୍ରକାଶ କରିବା ପାଇଁ ମନାକରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶକୁ…

ଟଙ୍କା ପାଇଁ କରିଥିଲେ ବି’ ସି ଗ୍ରେଡ୍ ଫିଲ୍ମ, ଡସ୍କି ସ୍କିନ୍ ପାଇଁ ପଚାରୁନଥିଲେ କେହି, ବିଗ୍ ବିଙ୍କ ସହ ସଂସାର କରିବାକୁ ଦେଖିଥିଲେ ସ୍ୱପ୍ନ

ଓଡ଼ିଶାଭାସ୍କର: ଭାରତୀୟ ସିନେମାରେ ରେଖା ହେଉଛନ୍ତି ଜଣେ ଭର୍ସାଟାଇଲ୍ ଅଭିନେତ୍ରୀ। ବିଭିନ୍ନ କାରଣରୁ ତାଙ୍କର ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଲୋକ ବହୁତ କଥା…

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN…

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ଅନବରତ ବର୍ଷା ଲାଗି ରହିଛି । କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଯାଇଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ସାମ୍ନାକୁ ଆସିଛି । ୪୮ ଘଣ୍ଟାରେ…

ଓଡ଼ିଶାରେ ସମବାୟ ବିକାଶ ନେଇ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ…

କ୍ରିକେଟରୁ ଅବସର ପରେ ପୂଜାରଙ୍କ ଅଫଫିଲ୍ଡ ଚୌକା ଛକା

ନୂଆଦିଲ୍ଲୀ: ଚେତେଶ୍ୱର ପୂଜାରା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଦିନ ସେ ଏହି ନିଷ୍ପତି ନେଇଥିଲେ। ଭାରତୀୟ କ୍ରିକେଟ୍ ଦଳ ପାଇଁ ୧୦୩ ଟେଷ୍ଟ ଏବଂ ୫ ଦିନିକିଆ ଖେଳିଥିବା ଚେତେଶ୍ୱର ପୂଜାରା କ୍ରିକେଟରୁ…

(Video) ମହିଳାଙ୍କର ଛାଡ଼ିଗଲା ଜିଅନ୍ତା ଚିଙ୍ଗୁଡ଼ି ଖାଇବାର ନିଶା, ଧରିବାକୁ ଚେଷ୍ଟା କରୁଥିଲେ, ହେଲେ ପରିଣାମ ଭୋଗିଲେ ଏମିତି..

ନୂଆଦିଲ୍ଲୀ: ଲୋକଙ୍କର ଅଜବ ସଉକ ବେଳେବେଳେ ଭାରି ପଡ଼ିଯାଏ । ଜଣେ ଚୀନ ମହିଳାଙ୍କ ସହ ଏମିତି କିଛି ଘଟିଛି । ମହିଳା ଜଣକ ନିଜ ଫୁଡ୍ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ଜିଅନ୍ତା ଚିଙ୍ଗୁଡ଼ି ଖାଇବାକୁ ଚେଷ୍ଟା କରୁଥିଲେ…

Ganesha dream Meaning: ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦେଖିବାର ଅର୍ଥ କଣ? ଜାଣନ୍ତୁ କଣ କୁହେ ସ୍ବପ୍ନ ଶାସ୍ତ୍ର

 ନୂଆଦିଲ୍ଲୀ: ୨୭ ଅଗଷ୍ଟ ବୁଧବାର ଦିନ ସାରା ଦେଶରେ ଗଣେଶ ଚତୁର୍ଥୀର ପବିତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ବିଘ୍ନହର୍ତା ଏବଂ ମଙ୍ଗଳକର୍ତ୍ତା କୁହାଯାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟ…

ତୁ ମରିଯା…ପୁଅ ଆଉ ଗୋଟେ ବାହା ହେବ, ଆମକୁ କାର ଦରକାର କହି ବୋହୂକୁ ଚେଙ୍କ ସହ ଦେଲେ ବିଷ

ମଧ୍ୟପ୍ରଦେଶ: ଯୌତୁକ ଲୋଭ ଘାରିଛି ଲୋକଙ୍କୁ। ଏତେ ମାତ୍ରାରେ ଘାରିଛି ବୋହୂର ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି ଶାଶୁ ଘର ଲୋକ। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।…