ଆଜି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ, ଓଡ଼ିଶା ଉପରେ ଫୁଲ୍ ଫୋକସ୍

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆଜି ଦିଲ୍ଲୀରେ ବସିବ କଂଗ୍ରେସର ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ । ତେବେ ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ'ଣ ରହିବ, ସେନେଇ କରାଯିବ…

ସଞ୍ଜୁଙ୍କ ରେକର୍ଡଭରା ଶତକ, ଏସିଆ କପରେ କୋଚ ଗୌତିଙ୍କ ଟେନସନ ଏବେ ଗମ୍ଭୀର…

ଓଡ଼ିଶା ଭାସ୍କର: ରବିବାର କେରଳ ପ୍ରିମିୟର ଲିଗରେ ସଞ୍ଜୁ ସାମସନ ଏକ ଝଡ଼ପୂର୍ଣ୍ଣ ଶତକ ମାରିଥିଲେ, ସେ 42 ବଲ୍ ରେ ତାଙ୍କର ଶତକ ପୂରଣ କରିଥିଲେ। କୋଚି ବ୍ଲୁ ଟାଇଗର୍ସ ପାଇଁ ଖେଳି ସେ 51 ବଲ୍ ରେ 121 ରନ୍ ର ଏକ…

୨୦୨୫ରେ କ୍ରିକେଟକୁ ୧୮ ଖେଳାଳି କହିଲେ ଅଲବିଦା, ସେମାନଙ୍କ ଭିତରେ ଭାରତୀୟ ଟିମର ଅଛନ୍ତି ୩ ଦିଗ୍ଗଜ

ନୂଆଦିଲ୍ଲୀ: ରବିବାର ଦିନ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ନେଇ ଚେତେଶ୍ୱର ପୂଜାରା ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି। ସେ ତାଙ୍କ କ୍ୟାରିୟରରେ ୧୦୩ ଟେଷ୍ଟ ଏବଂ ୫ଟି ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।…

୨ ଦିନ ପିଲାଙ୍କର ରଜ, ନା ସ୍କୁଲ ନା ଅଙ୍ଗନବାଡ଼ି ସବୁ ଶିକ୍ଷାନୁଷ୍ଠାନ ଛୁଟି

ଭଦ୍ରକ: ସ୍କୁଲ ପିଲାଙ୍କର ରଜ। ଆଜିଠୁ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ।  ନା ସ୍କୁଲ ନା ଅଙ୍ଗନବାଡ଼ି ସବୁ ବନ୍ଦ।  ଯେହେତୁ ଏବେ ରାଜ୍ୟରେ ବର୍ଷା ଜାରି ରହିଛି ତେଣୁ ଲଗାଣ ବର୍ଷାରେ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର।…

ଏତେ ଶସ୍ତା ହୋଇଛି ସୁନା, ଶୀଘ୍ର କିଣନ୍ତୁ, ନହେଲେ ପରେ କହିବେ କାହିଁକି ଏ ଭୁଲ କରିଦେଲି…

ଓଡ଼ିଶା ଭାସ୍କର: ଆଜି ସୁନା-ରୂପା ଦର ସ୍ଥିର ରହିଛି । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ…

ଦେଖନ୍ତୁ କ୍ରିକେଟ ପଡ଼ିଆରେ ମାଙ୍କଡ଼ ଖେଳିଲା WWE, ଭୂଇଁରେ ପଡ଼ି କାନ୍ଧିଲେ ଖେଳାଳି (Video)

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଠାରେ ଏକ ମାଙ୍କଡ଼ ପିଲାମାନଙ୍କ ସହିତ ପଡ଼ିଆକୁ ଆସି ସମଗ୍ର ପଡ଼ିଆରେ ତାଣ୍ଡବ ସୃଷ୍ଟି କରିଥିଲା ​​ଏବଂ ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳିଙ୍କୁ…

ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ, ଲାଗି ରହିବ ଝଡ଼ିବର୍ଷା, ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ।  ଲଘୁଚାପ କ୍ଷେତ୍ର ପ୍ରଭାବରେ ଲାଗି ରହିବ ବର୍ଷା।  ରାଜ୍ୟର ସବୁ ଜିଲ୍ଲାରେ କଲବଲ କରିବ ଝଡ଼ି। ୨୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ…

ସୋମବାର ହେଉଛି ଏକ ଅତ୍ୟନ୍ତ ଶୁଭ ସିଦ୍ଧ ଯୋଗ; ଏହି ୪ଟି ରାଶି ପାଇଁ ଦିନଟି ବହୁତ ଭଲ, ସବୁଥିରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଆଜି ସୋମବାର, ଭାଦ୍ରପଦ ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟା ତିଥି ଆଜି ମଧ୍ୟାହ୍ନ ୧୨:୩୫ ପର୍ଯ୍ୟନ୍ତ ରହିବ। ସିଦ୍ଧ ଯୋଗ ଆଜି ମଧ୍ୟାହ୍ନ ୧୨:୦୬ ପର୍ଯ୍ୟନ୍ତ ରହିବ। ଏହା ସହିତ, ଉତ୍ତରା ଫାଲଗୁନି…

ଆଖି ବୁଜିଲେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ପରଲୋକ।  ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ। ୫୨ ବର୍ଷ ବୟସରେ ଆଖି ବୁଜିଲେ କରେନ୍ଦ୍ର ମାଝୀ। ଚିକିତ୍ସିତ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ…

ୟେମେନର ରାଜଧାନୀ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ମିସାଇଲ ମାଡ଼ରେ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ କ୍ଷେପଣାସ୍ତ୍ର ମାଡ଼…