୩୧ ଅଗଷ୍ଟ ପରେ Paytm ବନ୍ଦ ହେବାକୁ ନେଇ ଚିନ୍ତିତ କି? ଛାଡ଼ି ଦିଅନ୍ତୁ ଚିନ୍ତା ଅପଡେଟ୍ କଲେ ପୁଣି ଚାଲିବ ଆପଣଙ୍କ Paytm UPI
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଏହା ଭାବି ଚିନ୍ତିତ ଯେ ଅଗଷ୍ଟ 31 ପରେ Paytm UPI ବନ୍ଦ ହୋଇଯିବ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରକୃତରେ, ସମ୍ପ୍ରତି ଅନେକ ଉପଭୋକ୍ତା ବିଭିନ୍ନ UPI ଆପ୍ ରୁ…