ସରକାରୀ ଅର୍ଥରେ ସ୍ତ୍ରୀଙ୍କ ସହ ବିଦେଶ ବୁଲୁଥିଲେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି, ବାନ୍ଧିନେଲା ପୋଲିସ
କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି । ସମ୍ବାଦ ସରବରାହ ସଂସ୍ଥା ଏଏଫପିର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର 2023ରେ ଏକ ବ୍ରିଟିଶ…