ସଲମାନଙ୍କ ନାୟିକା ହୋଇ ବଲିଉଡ୍ରେ କରିଥିଲେ ଡେବ୍ୟୁ, ଭାଗ୍ୟ ଦେଲାନି ସାଥ୍, ଏବେ ଭୋଜପୁରୀରେ…
ଓଡ଼ିଶାଭାସ୍କର: ବଲିଉଡରେ ନାୟିକା ହେବା ଯେତିକି କଷ୍ଟକର, ଏଠାରେ ନିଜର ସଫଳତା ବଜାୟ ରଖିବା ମଧ୍ୟ ସେତିକି କଷ୍ଟକର। ପ୍ରତିବର୍ଷ ଡଜନେ ଡଜନେ ନୂଆ ନାୟିକା ଆସନ୍ତି ଏବଂ ସେମାନଙ୍କ ମଧ୍ୟରୁ କେବଳ କିଛି ଲୋକ ନିଜ ପାଇଁ ଏକ…