ଶୌଚ ପାଇଁ ଯାଇଥିଲେ ନାବାଳିକା, ଗାଁର ୩ଜଣ ଯୁବକ ତାଙ୍କୁ ଟେକିନେଲେ, ଜଣଙ୍କ ପରେ ଜଣେ କଲେ ଦୁଷ୍କର୍ମ
ନୂଆଦିଲ୍ଲୀ: ବିହାରର ମଧୁବନୀ ଜିଲ୍ଲାରୁ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ପ୍ରଥମେ ତାଙ୍କୁ ଅପହରଣ କରିଥିଲେ ଏବଂ ପରେ ଏକ ନିର୍ଜନ ସ୍ଥାନକୁ ନେଇ ଗଣଦୁଷ୍କର୍ମର ଘଟଣା…