(video) ଦୁର୍ଘଟଣାର ଲାଇଭ ଚିତ୍ର… ନଦୀରେ ଭାସିଲା କାର, ଚାଲିଗଲା ୩ଜଣ ଯୁବକଙ୍କ ପ୍ରାଣବାୟୁ
ଶିମଲା: ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାର ଚିରଗାଓଁ ଅଞ୍ଚଳରେ ମଧ୍ୟରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ନଦୀରେ ବୁଡ଼ିଗଲା କାର। ଦୁର୍ଘଟଣାର ଚାଲିଗଲା ୩ ଜୀବନ।
ଚାରି ଜଣ ଯୁବକ ଗାଡ଼ିରେ…