କିଏ ଜାଣେ ପାକିସ୍ତାନ ଭାରତକୁ ତେଲ ବିକ୍ରି କରିପାରେ…ପାକିସ୍ତାନ ସହିତ ଅଏଲ ଡିଲ କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଭାରତ ଉପରେ ଅତିରିକ୍ତ ଜରିମାନା ସହିତ 25 ପ୍ରତିଶତ ଶୁଳ୍କ ଘୋଷଣା କରିବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହିତ ଏକ ଚୁକ୍ତି ଘୋଷଣା କରିଛନ୍ତି । ଟ୍ରମ୍ପ ଭାରତର…