ସ୍କୁଲ୍ ଖାଇବାରେ ରିଫାଇନ୍ ଚିନି ବ୍ୟାନ୍, ଲୁଣ ମାତ୍ରା ସୀମିତ: ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ୱର: ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ପିଏମ୍ ପୋଷଣ ଯୋଜନା ଓ ଶିଶୁ ବାଟିକା କାର୍ଯ୍ୟକ୍ରମ…