(Video) ତେଲଙ୍ଗାନାରେ ବଡ଼ ଅଘଟଣ: ରସାୟନିକ ବିସ୍ଫୋରଣରେ ଉଡ଼ିଗଲା ଛାତ, ଚାଲିଗଲା ୪୨ଜଣଙ୍କ ଜୀବନ
ହାଇଦ୍ରାବାଦ୍: ତେଲଙ୍ଗାନାର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୪୨ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ୩୪ ଜଣ ମୃତଦେହ ଠାବ କରିଥିବାବେଳେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।…