୬୨ ବର୍ଷ ପରେ ଅବସର ନେବ ଭାରତର ଐତିହାସିକ ଯୁଦ୍ଧବିମାନର, ଅନେକବାର ପାକିସ୍ତାନକୁ ପିଆଇଛି ପାଣି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୬୨ ବର୍ଷର ଐତିହାସିକ ସେବା ପରେ ଆଇକନିକ ଯୁଦ୍ଧବିମାନ ମିଗ-୨୧କୁ ଅବସର ଦେବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡୀଗଡ଼ ବାୟୁସେନା ଘାଟିରେ ୨୩ ସ୍କ୍ୱାଡ୍ରନ…

ଏହି ସହରର ଲୋକମାନେ ସବୁଠାରୁ ଅଧିକ ଖରାପ ବ୍ୟବହାର କରନ୍ତି, ନଜର ପକାନ୍ତୁ ତାଲିକା ଉପରେ

ନୂଆଦିଲ୍ଲୀ: ପ୍ରଫେସର ଡକ୍ଟର ସୁନୀଲ ଜଗଲାନ ତାଙ୍କ ସେଲଫି ୱିଥ୍ ଡଟର୍ ଫାଉଣ୍ଡେସନ୍ ଏବଂ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ଅଧୀନରେ 2014 ରୁ 2025 ପର୍ଯ୍ୟନ୍ତ "ଗାଲି ବନ୍ଦ ଘର ଅଭିଯାନ" ଆରମ୍ଭ କରିଥିଲେ ଏବଂ ଏହାର…

ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ନିଜ 8 ବର୍ଷର ଝିଅ ଉପରେ ଖରାପ ନଜର ପକାଇଲା ବାପା, ଦୁଇ-ତିନି ମାସ ଧରି କରୁଥିଲା ଦୁଷ୍କର୍ମ

ଉତ୍ତରପ୍ରଦେଶ: ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ସ୍ୱାମୀ ନିଜ ଝିଅ ଉପରେ ପକାଇଲା ଖରାପ ନଜର। ତାକୁ ଲଗାତାର ଦୁଇ-ତିନି ମାସ ଧରି ଦେଲା ଯୌନ ନିର୍ଯାତନା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

ଦେବୀ ନଦୀକୁ ଡେଇଁପଡ଼ିଲେ ଛାତ୍ର! ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ

ଜଗତସିଂପୁର: ଦେବୀ ନଦୀକୁ ଡେଇଁପଡିଲେ ଛାତ୍ର! ଜଗତସିଂପୁର ଡାହାଣୀଖିଆ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଦେବୀ ନଦୀରେ ଡେଇଁଥିବା ନିଖୋଜ ଛାତ୍ର ଜଣଙ୍କ ହେଉଛନ୍ତି ନାଉଗାଁ ଅଞ୍ଚଳର। ନଦୀକୁ ଡେଇଁ…

ବ୍ୟାଙ୍କ FD ନା ପୋଷ୍ଟ ଅଫିସ ସ୍କିମ୍‌, କେଉଁଠି ନିବେଶ କରିବା ଲାଭଦାୟକ

ନୂଆଦିଲ୍ଲୀ: ଆଜିର ସମସୟରେ ଲୋକେ ସୁରକ୍ଷିତ ନିବେଶ ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ଖୋଜୁଛନ୍ତି। ଏଥିରେ ଅନେକ ପପୁଲାର ଅପସନ୍ ସାମ୍ନାକୁ ଆସିଥାଏ। ପ୍ରଥମେ ବ୍ୟାଙ୍କର ଫିକ୍ସଡ ଡିପୋଜିଟ ଏବଂ ଦ୍ୱିତୀୟ ପୋଷ୍ଟ ଅଫିସର…

(Viral Video) ଭୁଲି ଗଲେ ହିତାହିତ ଜ୍ଞାନ, ଟ୍ରେନ ଝରକାରୁ କଲେ ଏଭଳି କାମ… ଲୋକେ କହିଲେ ଛି ଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓ ଏକ ଟ୍ରେନର। ଯେଉଁଥିରେ ଜଣେ ବ୍ୟକ୍ତି କିଛି ଏଭଳି ହରକତ୍ କରୁଛନ୍ତି ଯାହାକୁ ଲୋକେ ମଧ୍ୟ ଛି ବୋଲି କହିଛନ୍ତି। ବାସ୍ତବରେ ଏହି ଭିଡିଓରେ…

ହସ୍ପିଟାଲ ଭିତରୁ ଚୋରି ହୋଇଗଲା ଆମ୍ବୁଲାନ୍ସ, କେହି ବି ପାଇଲେନି ଆଭାସ

ଛତିଶଗଡ଼: ହସ୍ପିଟାଲ ପରିସରରୁ ଚୋରି ହୋଇଗଲା ଆମ୍ବୁଲାନ୍ସ,, ଟିକିଏ ବି ଆଭାସ ମିଳିଲାନି ପ୍ରଶାସନକୁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଅମ୍ବିକାପୁରରେ। ଏଠାରେ ଚୋରମାନେ ଅମ୍ବିକାପୁର…

ବିଜେପି ନେତାଙ୍କ ପୁଅ ସହ ପଟୌଦି ଘରର ଲାଡଲି, ଭିଡିଓ ଭାଇରାଲ

ମୁମ୍ବାଇ: ବିଜେପି ନେତାଙ୍କ ପୁଅ ସହ ନଜର ଆସିଲେ ସାରା ଅଲ୍ଲୀ ଖାନ୍‌। ଦୁହେଁ ଏକାଠି ବସି କଥା ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ସାରାଙ୍କ ଫ୍ୟାନ୍ସ ଦେଖି ଖୁସି ମଧ୍ୟ ହୋଇଛନ୍ତି।…

ରାଜ୍ୟର ସବୁ ଚାଷୀଙ୍କର ହେବ ଇ-କେୱାଇସି, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଚାଷୀମାନଙ୍କୁ ନେଇ ବଡ଼ ଖବର। ରାଜ୍ୟର ସବୁ ଚାଷୀଙ୍କର ହେବ ଇ-କେୱାଇସି। ଯାହା ଦ୍ୱାରା ନକଲି ଚାଷୀ ଧରାପଡ଼ିବେ। ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ…

ଖୁବ ଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ ଟି ଖଣି, ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା

ଭୁବନେଶ୍ବର: ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି। ଖଣି ନିଲାମ ବାବଦରେ ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ, ଖଣି ନିଲାମ ଦ୍ୱାରା ରାଜସ୍ୱ ବଢିବ। ପୂର୍ବ ସରକାର ଦୀର୍ଘ ଦିନ…