ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ: ଉଦ୍ଧାର ପାଇଁ ଜୟଶଙ୍କରଙ୍କୁ ଏମିତି ନିବେଦନ କଲେ ନବୀନ

ଭୁବନେଶ୍ୱର/ନୂଆଦିଲ୍ଲୀ,୫ା୭: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ମାଲିରେ ନିଖୋଜ ଥିବା ଗଞ୍ଜାମ ଜିଲ୍ଲାର ୨୮ ବର୍ଷୀୟ ପି. ଭେଙ୍କଟରମଣଙ୍କ ଶୀଘ୍ର ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ…

ଦିଲ୍ଲୀ ମଲ୍‌ ଅଗ୍ନିକାଣ୍ଡରେ ଚାଲିଗଲା UPSC ଆଶାୟୀଙ୍କ ମୃତ୍ୟୁ: ଶେଷ ବାର୍ତ୍ତାରେ ଭାଇଙ୍କୁ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀର କାରୋଲ ବାଗ ଅଞ୍ଚଳରେ ଥିବା ବିଶାଲ ମେଗା ମାର୍ଟରେ ଶୁକ୍ରବାର ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ବର୍ଷୀୟ UPSC ପ୍ରାର୍ଥୀ କୁମାର ଧୀରେନ୍ଦ୍ର ପ୍ରତାପଙ୍କର ଦୁଃଖଦ ମୃତ୍ୟୁ ହୋଇଛି।…

ଗଣିତର ଚମତ୍କାର! ଗୋଟିଏ କାନ୍ଥକୁ ୪ ଲିଟର ରଙ୍ଗ, ୨୩୩ ଜଣ ଶ୍ରମିକ

ମଧ୍ୟପ୍ରଦେଶ: ଗଣିତର ଚମତ୍କାର! ଗୋଟିଏ କାନ୍ଥକୁ ୪ ଲିଟର ରଙ୍ଗ, ୨୩୩ ଜଣ ଶ୍ରମିକ। ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ଦେଖିବାକୁ ମିଳିଛି , ଯେଉଁଠାରେ ହୋଇଛି ଗଣିତ ଓ ମାନବଶକ୍ତିର ଏକ…

ନିଆଁରେ ଫସିଥିଲେ ପୁଅ, ଉଦ୍ଧାର ପାଇଁ ହାତଯୋଡ଼ି ପ୍ରାର୍ଥନା କଲେ ମା’, ପହଞ୍ଚିଗଲା ହେଲିକପ୍ଟର, ଆଉ ତା’ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଏକ ବହୁମହଲା କୋଠା ଜଳୁଛି, ଲୋକଙ୍କ ପ୍ରବଳ ଭିଡ଼ ଜମିଛି । କିନ୍ତୁ ଗୋଟିଏ ମୁହଁ ଅଛି ଯାହା ଅନ୍ୟମାନଙ୍କଠାରୁ ଭିନ୍ନ। ଜଣେ ମାଆର…

୭ ତାରିଖରେ ଲୋକମାନଙ୍କ ଅସୁବିଧା ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି। ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ। ଦିନ ୧୦ଟା ୩୦ରେ ଆରମ୍ଭ ହେବ ଶୁଣାଣି। ପୂର୍ବରୁ ପଞ୍ଜିକରଣ ହୋଇଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ କୀର୍ତ୍ତିମାନ: ଯୁବ ଦିନିକିଆରେ ହାସଲ କଲେ ସବୁଠାରୁ ଦ୍ରୁତତମ ଶତକ

ନୂଆଦିଲ୍ଲୀ: ବିହାରର ୧୪ ବର୍ଷୀୟ ଯୁବ କ୍ରିକେଟ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ଶନିବାର ଦିନ ଇଂଲଣ୍ଡ ଯୁବ-୧୯ ବିପକ୍ଷରେ ଚତୁର୍ଥ ଯୁବ ଏକଦିବସୀୟ (ଯୁବ ଦିନିକିଆ) ମ୍ୟାଚରେ ୫୨ ବଲ୍‌ରେ ଏକ ବିସ୍ଫୋରକ ଶତକ ହାସଲ କରି…

ୟୁରିକ ଏସିଡ ବଢିଲେ ଏହି ଅଙ୍ଗରେ ପଡିଥାଏ ସବୁଠୁ ଅଧିକ ପ୍ରଭାବ

ଓଡିଶା ଭାସ୍କର: ୟୁରିକ ଏସିଡ ବଢିଲେ ଏହି ଅଙ୍ଗ ଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ସବୁ କଣ? ସାଧାରଣତଃ ୟୁରିକ ଏସିଡ ବଢିଲେ ତାହାକୁ ହାଇପରୟୁରିସେମିଆ କୁହାଯାଏ। ଏହା…

କପିଲ ଶର୍ମା ୬୩ ଦିନରେ କେମିତି କମାଇଲେ ୧୧ କିଲୋ ଓଜନ, ଫିଟନେସ୍ କୋଚ୍ ଖୋଲିଦେଲେ ରାଜ୍‌

ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମା ବର୍ତ୍ତମାନ ନିଜର ଟ୍ରାନ୍ସଫର୍ମେସନକୁ ନେଇ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଖୁଲାସା ହୋଇଛି। କପିଲ ଶର୍ମାଙ୍କ ଫିଟନେସ୍ କୋଚ ୟୋଗେଶ ଭାଟେଜା ତାଙ୍କ ଫିଟନେସ୍…

ଏହି ଦେଶରେ ରହିଛି ଅଜବ ନିୟମ: ଦ୍ରୁତଗତିରେ ଗାଡ଼ି ଚଳାଇଲେ ଜରିମାନା ନାହିଁ, ମାତ୍ର ରାସ୍ତାରେ ତେଲ ସରିଲେ ମିଳିଥାଏ ଦଣ୍ଡ

ରାସ୍ତାରେ ଦ୍ରୁତଗତିରେ ଗାଡି ଚଲାଇବା କିମ୍ବା ହେଲମେଟ ପିନ୍ଧି ନ ଥିବାରୁ ଲୋକମାନଙ୍କୁ ପ୍ରାୟତଃ ଫାଇନ୍ ବା ଜରିମାନା ଦେବାକୁ ପଡ଼ିଥାଏ ବୋଲି ଜାଣିଥିବେ । ମାତ୍ର  ଆପଣ କେବେ ଶୁଣିଛନ୍ତି କି ଯଦି ରାସ୍ତା ମଝିରେ ଗାଡିର…

ଭାରତରେ କେତେ ଶିଶୁ ସମୟ ପୂର୍ବରୁ ଜନ୍ମ ନିଅନ୍ତି? ୧୭% ନବଜାତଙ୍କ ଓଜନ ମଧ୍ୟ ରହୁଛି କମ; ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ଭାରତରେ ଶିଶୁ ସ୍ୱାସ୍ଥ୍ୟ ଓ ମାତୃ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି। ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-5, 2019-21) ଅନୁଯାୟୀ, ଭାରତରେ ୧୩% ଶିଶୁ ସମୟ…