ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ, ଭାରତକୁ ମିଳିଲା ବଡ଼ ସଫଳତା
ନୂଆଦିଲ୍ଲୀ: ଭାରତର ପଳାତକ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି। ଏହା ଭାରତ ପାଇଁ ଏକ ବଡ଼ ସଫଳତା।
ଆମେରିକାରେ ଆଇନ ବିଭାଗ ଭାରତୀୟ ଅଧିକାରୀମାନଙ୍କୁ ସୂଚୀତ କରାଯାଇଛି ଯେ, ପଳାତକ ଠକ…