ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଜଙ୍ଗଲରେ ଗଣଦୁଷ୍କର୍ମ, ଦୁଇ ଅଭିଯୁକ୍ତ ଗିରଫ
ଯାଜପୁର: ଯାଜପୁର ଜିଲ୍ଲାର ଭାଲୁଖାଇ ଜଙ୍ଗଲ ନିକଟରେ ମଙ୍ଗଳବାର ଜଣେ ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୀଡ଼ିତା ଛେଳି ଚରାଇବା ପାଇଁ ବୈରୀ ଥାନା…